ଭୁବନେଶ୍ୱର ଜଟଣୀ ସ୍ଥିତ ଇନ୍ଫୋଭାଲିରେ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିସି ଜରିଆରେ ଯୋଗ ଦେଇଥିଲେ ।